Required documents for OBC Certificate

 ଓ ବି ସି  ସାର୍ଟିଫିକେଟ ପାଇଁ ଆବଶ୍ୟକ ହେଉଥିବା ଡକୁମେଣ୍ଟ ର ସବିଶେଷ ବିବରଣୀ


୧. ଆବେଦନକାରୀଙ୍କ ପାସ ଫୋଟୋ ଯେଉଁଥିରେ ଚେହେରା ସ୍ପଷ୍ଟ ଥିବା

ଦରକାର l


୨.     ଆବେଦନକାରୀଙ୍କ ଆଧାର କାର୍ଡ / ଜନ୍ମ ପରିଚୟପତ୍ର l


୩.    ଆବେଦନକାରୀଙ୍କ ଅଭିଭାବକଙ୍କ ଆଧାର /ଭୋଟର କାର୍ଡ l


୪.    ଜମି ପଟା ଯେଉଁ ଥିରେ ଜାତି ବିଷୟରେ ଲେଖା ହେଇଥିବା l


୫.   ଜମି/ଘର ପଟା ଯେଉଁଥିରେ ଆବେଦନକାରୀଙ୍କ ଅଭିଭାବକଙ୍କ ନାମ

ଥିବା ଦରକାର ଯଦି ନଥାଏ ତାହାହେଲେ  ଅଭିଭାବକଙ୍କ ବାପା

ନହେଲେ ମାଙ୍କ ନାମରେ ଥିବା ଦରକାର l


୬.  ସେଲ୍ଫ ଡୀକଲେରେସନ ଫର୍ମରେ ଆତ୍ମବିବରଣୀ ଭରି ଦସ୍ତଖତ କରିବେ l


୭. ଏଥିପାଇଁ ଆବେଦନ କରୁଥିବା ଜଣ ସେବା କେନ୍ଦ୍ର ର ପରିଚାଳକ ଆପଣଙ୍କ

     ଠାରୁ ଟ.୧୦୦/- ଙ୍କା ନେବେ ବା ନେଇପାରନ୍ତି କିନ୍ତୁ ତାଠାରୁ ଅଧିକ ନୁହେଁ l


Post a Comment

0 Comments
* Please Don't Spam Here. All the Comments are Reviewed by Admin.